Type Here to Get Search Results !

ପଞ୍ଜାୟତରେ GRS ଚାକିରୀ ! ଯୋଗ୍ୟତା ଦଶମ କିମ୍ବା +୨ ପାସ

 ଦଶମ କିମ୍ବା +୨ ପାସ କରିଥିଲେ ପାଇବେ ପଞ୍ଜାୟତରେ ନିଯୁକ୍ତି. କୌଣସି ପରୀକ୍ଷା ହେବାର ନାହିଁ ମାର୍କ ଅନୁସାରେ ଚାକିରୀ ପାଇବେ. ଗ୍ରାମ ରୋଜଗାର ସେବକ (Gram Rozgar Sevak ( GRS ) ପଦବୀ ପୋଷ୍ଟ ଖାଲି. 



Zilla Parishad, Kendrapara ତରଫରୁ ଆସିଯାଇଛି ଚାକିରୀ ସୁଯୋଗ . ଯାହାକୁ ଓଡିଶାର ସମସ୍ତ ଜିଲ୍ଲାର ପ୍ରାଥୀ ଆବେଦନ କରିପାରିବେ ଉଭୟ ପୁରୁଷ ଓ ମହିଳା. ଶିକ୍ଷାଗତ ଯୋଗ୍ୟତା ମିନିମମ ରହିବ କେବଳ ଦଶମ ପାସ, +୨ ପାସ. ଟୋଟାଲ 43 ପଦବୀ ଖାଲି ରହୁଛି ଓ ସମସ୍ତେ Mark ଅନୁଶାରେ ନିଯୁକ୍ତି ପାଇବେ. ନିଜ ପୋଷ୍ଟାଲ ମାଧ୍ୟ୍ୟମରେ ଆବେଦନ କରିପାରିବେ ( Speed post / Registered post ) ଦ୍ୱାରା .   କେବଳ Kendrapara ଜିଲ୍ଲାର ପିଲାମାନ ଆବେଦନ କରିପାରିବେ ଅନ୍ୟ ଜିଲ୍ଲା ପ୍ରାଥୀ ଆବେଦନ କରିପାରିବେ ନାହିଁ. 


ଯେଉଁ ମାନେ ଆବେଦନ ପାଇଁ ଇଛୁକ ଓ ଯୋଗ୍ୟତା ପ୍ରଥମେ Official Notification ଚେକ କରନ୍ତୁ ତାପରେ ଆବେଦନ କରିବେ. 


Notification PDF - Click Here 

Apply Form - Download


Post a Comment

0 Comments
* Please Don't Spam Here. All the Comments are Reviewed by Admin.