ବହୁତ ଦିନ ପରେ ଆସିଲା ରାଉଲକେଲା ଜିଲ୍ଲା ତରଫରୁ ନିଯୁକ୍ତି ସୁଯୋଗ | National Institute of Technology, Rourkela ତରଫରୁ ନିଯୁକ୍ତିଟି ରହିବ ଯାହାକୁ ଓଡିଶାର ସମସ୍ତ ଜିଲ୍ଲାର ପ୍ରାଥୀ ଆବେଦନ କରିପାରିବେ ଉଭୟ ପୁରୁଷ ଓ ମହିଳା.
ନିଯୁକ୍ତିକୁ ଆବେଦନ ପାଇଁ କୌଣସି Application Fee ନାହିଁ ଓଡିଶାର ସମସ୍ତ ଜିଲ୍ଲାର ପ୍ରାଥୀ Free ରେ ଆବେଦନ କରିପାରିବେ. ଶିକ୍ଷାଗତ ଯୋଗ୍ୟତା ମିନିମମ ରହିବ ଓ ବୟସ ମିନିମମ ରହିବ ରହୁଛି. ଯଦି ଚାକିରୀ ପାଉଛନ୍ତି ତାହେଲେ 31,000 – 35,000/- ପଯ୍ୟନ୍ତ ପ୍ରତି ମାସ ଦରମା ପାଇବେ.
ସମ୍ପୂର୍ଣ ବିବରଣୀ ଜାଣିବା ପାଇଁ PDF ଚେକ କରନ୍ତୁ. କିପରି ଆବେଦନ କରିପାରିବେ, ଶେଷ ତାରିଖ କଣ -
◾️Download PDF - Click Here
◾️Apply Form - Click Here