Type Here to Get Search Results !

ଲୋକମାନଙ୍କୁ ଆତ-ଙ୍କିତ କରୁଥିଲା, ନିର୍ଯା-ତନା ଦେଉଥିଲା । ଲୋକମାନେ ଭ-ୟ କରୁଥିଲେ । ମୁଁ ମା-ରିଦେଲି

 ଏହି ନେତାମାନେ ଲୋକଙ୍କ ସମସ୍ୟା ବୁଝିବା ପରିବର୍ତ୍ତେ ଦୁଃ-ଖ ଦେଉଛନ୍ତି। ଏହାସହ ଭ-ୟଭୀ-ତ କରି ନିର୍ଯା-ତନା ଦେଉଛନ୍ତି। ଏହି ନେତାଙ୍କ ମଧ୍ୟରେ ଜଣେ ଥିଲେ ମନ୍ତ୍ରୀ ନବ ଦାସ। ତେଣୁ ନବ ଦାସଙ୍କୁ ମୁଁ ମା-ରି ଦେଲି’। ଅନ୍ୟପଟେ ଗୋପାଳଙ୍କ ପକେଟରେ ଯେଉଁ କାଗଜ ରହିଥିଲା, ସେଥିରେ ସେ ଏସବୁ କଥା ଲେଖାଥିବା ସୂଚନା ମିଳିଛି।

“ନବ ଦାସଙ୍କ ସହିତ ମୋର କୌଣସି ଶ-ତ୍ରୁତା ନଥିଲା କିନ୍ତୁ ମୁଁ ତାଙ୍କୁ ପସନ୍ଦ କରୁ ନଥିଲି। ନବ ଦାସଙ୍କୁ ହ-ତ୍ୟା କରିବା ପାଇଁ ଗତ 4 ମାସ ହେଲା ସୁଯୋଗ ଅପେକ୍ଷାରେ ଥିଲି। ଶେଷରେ ଗତ 29 ତାରିଖ ରବିବାର ଦିନ ସେ ନବ ଦାସଙ୍କୁ ହ-ତ୍ୟା କରିଥିଲି।”


ତେବେ ଏହା ସହ ଆହୁରି ମଧ୍ୟ ଶୁଣିବାକୁ ମିଳିଛି ଯେ ମନ୍ତ୍ରୀଙ୍କ ଆଖପାଖରେ ଡ୍ୟୁଟି ନଥିଲେ ମଧ୍ୟ ଘୁରି ବୁଲୁଥିଲେ ଗୋପାଳ। ସେତେବେଳେ କିନ୍ତୁ ଗୋପାଳଙ୍କ ବ୍ୟବହାର ସ୍ବାଭାବିକ ଥିଲା। ସେଥିପାଇଁ କିଛି ଜଣା ପଡୁନଥିଲା। ସେପଟେ ଦ୍ୱିତୀୟ ପର୍ଯ୍ୟାୟ ରିମା-ଣ୍ଡରେ କ୍ରାଇମବ୍ରାଞ୍ଚ ଅଧିକାରୀ ମାରାଥନ ଜେ-ରା କରୁଛନ୍ତି । ହ-ତ୍ୟାକା-ଣ୍ଡର ପ୍ରକୃତ ରହସ୍ୟ ଜାଣିବା ପାଇଁ ତ-ଦନ୍ତ ପରିସରକୁ ଆହୁରି ବ୍ୟାପକ କରିଛି କ୍ରାଇମବ୍ରାଞ୍ଚ।


ଏସସିବିର 5 ଜଣ ବିଶେଷଜ୍ଞ ଝାରସୁଗୁଡ଼ାରେ ପହଞ୍ଚି ଅଭି-ଯୁକ୍ତ ଗୋପାଳର ମାନ-ସିକ ଅବସ୍ଥାର ପରୀକ୍ଷା କରୁଛନ୍ତି। ବିଶେଷଜ୍ଞ ଦଳ ଗୋପାଳର ପୂର୍ବ ପ୍ରେସ୍କ୍ରିପସନକୁ ମଧ୍ୟ ଯା-ଞ୍ଚ କରିଛନ୍ତି। ଗୋପାଳର ମାନସିକ ସ୍ଥିତି ପରୀକ୍ଷା କରିବା ସମୟରେ ଭିଡିଓ ରେ-କର୍ଡିଂ ମଧ୍ୟ କରାଯାଇଛି। ଏହି ଭିଡିଓ ରେକ-ର୍ଡିଂକୁ ବିଶେଷଜ୍ଞଙ୍କ ଦ୍ୱାରା ତର୍ଜମା କରାଯିବ।


Post a Comment

0 Comments
* Please Don't Spam Here. All the Comments are Reviewed by Admin.